ଦେଶ- ବିଦେଶ ଆସାମରେ ପ୍ରବଳ ବର୍ଷା Jun 16, 2022 ଆସାମରେ ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ…