ଅପରାଧ ପକେଟମାର୍ କରି ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ Mar 14, 2022 ପଶ୍ଚିମବଙ୍ଗ: ମାର୍ଚ୍ଚ ୧୪: ପୁସ୍ତକ ମେଳାରେ ପକେଟ୍ମାର୍ କରୁଥିବା ସମୟରେ ଧରାପଡିଲେ ବଙ୍ଗୀୟ ଅଭିନେତ୍ରୀ। କୋଲକାତା ପୋଲିସ୍ ଏହି ତାଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି।…