ଜୀବନଚର୍ଯ୍ୟା ଆଳୁ ଗାଜର ସାଲାଡ୍ Oct 23, 2021 ସାମଗ୍ରୀ : ୨ଟି ଆଳୁ, ଗୋଟିଏ ଗାଜର, ୫ରୁ ୬ ଚେରି ଟମାଟର୍, ଏକ ଚାମଚ କ୍ରିମ୍, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ କିଛି ଅରିଗାନୋ, ପ୍ରଣାଳୀ : ପ୍ରଥମେ ଆଳୁକୁ ଚୋପା ସହିତ ସିଝାଇ ନିଅନ୍ତୁ । ପ୍ୟାନ୍ରେ ତେଲ ଗରମ କରି…