ରାଜନୀତି ଲାଲୁ ମାନିନେଲେ ଦୋଷ: କୋହଳ ହେଲା ଦଣ୍ଡ Jun 8, 2022 ପଲାମୁ: ଜୁନ ୮: ନିର୍ବାଚନ କାଳରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟରେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏଣୁ କୋର୍ଟ ତାଙ୍କ ଦଣ୍ଡ କୋହଳ କରିଥିବା ବେଳେ କେବଳ ଜରିମାନା…