ସୁପ୍ରିମକୋର୍ଟଙ୍କ ପାଇଁ ଐତିହାସିକ ଦିନ,ୱେବସାଇଟ ମାଧ୍ୟମରେ ଶୁଣାଣିର ହେବ ସିଧାପ୍ରସାରଣ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ I ଆଜିଠାରୁ ୱେବସାଇଟ ମାଧ୍ୟମରେ ସାମ୍ୱାଧାନିକ ଖଣ୍ଡପୀଠର ସମସ୍ତ ଶୁଣାଣିର ହେବ ସିଧାପ୍ରସାରଣ I ଏହି ମାମଲାରେ ଇଡବ୍ଳ୍ୟୁଏସ ଆରକ୍ଷଣ,ମହାରାଷ୍ଟ୍ର ଶିବସେନା ବିବାଦ…