Feature ସାଇକେଲରୁ ସଫଳତାର ମନ୍ତ୍ର Dec 25, 2021 ଜୟପୁରବାସିନ୍ଦା ଅଙ୍କିତ ଆରୋରା ଜଣେ ସାଇକେଲ ଆରୋହୀ । ସାଇକେଲରେ ଭାରତ ଭ୍ରମଣରେ ଥିବା ୩୧ ବର୍ଷୀୟ ଅଙ୍କିତ ଏପର୍ଯ୍ୟନ୍ତ ୧୫ଟି ରାଜ୍ୟ ଗସ୍ତ କରିସାରିଛନ୍ତି । ଏହି ସମୟ ମଧ୍ୟରେ ୨୦ ହଜାର କିଲୋମିଟରରୁ ଅଧିକ ସାଇକେଲ…