ବିଶ୍ବ ଗାଜାପଟ୍ଟି ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ,୨୧ ମୃତ Nov 18, 2022 ଇସ୍ରାଏଲ : ଗାଜାପଟ୍ଟିରେ ଥିବା ଏକ ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ I ଉତ୍ତର ଗାଜା ଅଞ୍ଚଳର ଜବାଲିଆ ଶରଣାର୍ଥୀ ଶିବିରରେ ଏହି ନିଆଁ ଲାଗିଥିବା ଜଣା ପଡିଛି I ଗାଜା ସହରର ଉତ୍ତରରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା…