ସୋସିଆଲ ମିଡିଆରେ ସନି ଲିଓନିଙ୍କ ବେଲି ଡ଼୍ୟାନ୍ସ ଭିଡିଓ ଭାଇରାଲ

ସମୟ ଲାଇଭ,୯/୧୧: ବଲିଉଡ କ୍ୟୁଇନ ସନି ଲିଓନିଙ୍କ ଏକ ଭିଡ଼ିଓ ଏବେ ବେଶ୍‍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସନି ବେଲି ଡ଼୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସନି ଏହି ଭିଡିଓ ଛାହିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ସନିଙ୍କ ଫଲୋର୍ସମାନେ ଏହି ଭିଡ଼ିଓଟିକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଦେଖିବକାକୁ ମିଳିଛି। ଗୋଟିଏ ଦିନରେ ସନିଙ୍କ ଫଲୋର୍ସମାନେ ଏହି ଭିଡ଼ିଓଟିକୁ ଗୋଟିଏ ଦିନରେ ୯ ଲକ୍ଷ ଲୋକ ଦେଖିଲେଣି। ଏବେ ସନି ଲିୟୋନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଜଣେ ୟୁଜର୍ସ ସନିଙ୍କ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି ‘ସାବାସ୍‌ ସନି’।

Launching Ceremony of “AYUSHMAN BHARAT

Comments are closed.