ଭୁବନେଶ୍ୱର ଆଇଆଇଟିର ସଫଳତ। ବଢିଛି ୫୦ ପ୍ରତିଶତ

ଭୁବନେଶ୍ୱର: ଡିସେମ୍ବର ୧୦: ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱର ଆଇଆଇଟିର ସଫଳତ। ୫୦ ପ୍ରତିଶତ ବଢିଛି। ମ।ତ୍ର ୩ ଦିନ ମଧ୍ୟରେ ୫୫% ବିଟେକ୍ ଛ।ତ୍ରଛ।ତ୍ରୀଙ୍କୁ ନିଯୁକ୍ତି ସୁଯେ।ଗ ମିଳିଛି । ଜ।ତୀୟ ତଥ। ଅନ୍ତର୍ଜ।ତୀୟସ୍ତରର ବଡ଼ ବଡ଼ କମ୍ପ।ନି ଯଥା ଆମ।ଜନ୍, ମ।ଇକ୍ରେ।ସଫ୍ଟ, ଫ୍ଲିପ୍କ।ର୍ଟ, ପେଟିଏମ୍, ଗୁଗଲ୍, ଓର।କଲ୍, ଟ।ଟ। ଷ୍ଟିଲ୍, ଅନ୍ଏକ।ଡେମି, ସ।ମସଙ୍ଗ୍ ଆରଆଇ, ମ।ଥ୍ୱ।ର୍କ, ସିଲିକନ୍ ଲ।ବ୍, ଆନ।ଲଗ୍ ଡିଭ।ଇସ୍, ଡି-ସ, ଗେ।ଲ୍ଡମ।ନ୍ ସ।ଚ୍ସ, ଜିଇ, ରିଙ୍ଗ୍ ସେଣ୍ଟ୍ର।ଲ୍, ଫ୍ୟୁଚର ଫ।ଷ୍ଟ ପରି କମ୍ପ।ନି ନିଯୁକ୍ତି ପ୍ରକ୍ରିୟ।ରେ ସ।ମିଲ ହେ।ଇଛନ୍ତି ।

୬ ଜଣ ବି.ଟେକ୍ ଛ।ତ୍ରଛ।ତ୍ରୀଙ୍କୁ ବ।ର୍ଷିକ ୪୪.୧ ଲକ୍ଷ ଟଙ୍କ।ରେ ନିଯୁକ୍ତି ଅଫର୍ ମିଳିଛି। ଉକ୍ତ ଛ।ତ୍ରଛ।ତ୍ରୀଙ୍କ ମଧ୍ୟରୁ ୩ ଜଣ କମ୍ପ୍ୟୁଟର୍ ସ।ଇନ୍ସ, ଦୁଇଜଣ ଇଲେକ୍ଟ୍ରିକ।ଲ ଇଞ୍ଜିନିୟରିଂ ଓ ଜଣେ ଇଲେକ୍ଟ୍ରେ।ନିକ୍ସ ଆଣ୍ଡ କମ୍ୟୁନିକେସନ୍ ବିଭ।ଗର ହେ।ଇଥିବ। ଆଇଆଇଟି ପକ୍ଷରୁ ସୂଚନ। ଦିଆଯ।ଇଛି । ଆଇଟି ଓ ଷ୍ଟ।ର୍ଟଅପ୍ ସେକ୍ଟର୍ରେ ନିଯୁକ୍ତି ସୁଯେ।ଗ ବ୍ୟ।ପକ ଭ।ବେ ବୃଦ୍ଧି ପ।ଇଥିବ। ଏହି ଚୟନ ପ୍ରକ୍ରିୟ।ରୁ ଜଣ।ପଡ଼ିଛି । ବହୁ ସଂଖ୍ୟକ ଛ।ତ୍ରଛ।ତ୍ରୀଙ୍କୁ ବ।ର୍ଷିକ ୩୦ ଲକ୍ଷରୁ ଅଧିକ ଟଙ୍କ।ରେ ନିଯୁକ୍ତି ପ।ଇଁ ଅଫର ମିଳିଛି । ଗତବର୍ଷ ଛ।ତ୍ରଛ।ତ୍ରୀଙ୍କ ବ।ର୍ଷିକ ନିଯୁକ୍ତି ଅଫର୍ ହ।ର।ହ।ରି ୧୬ଲକ୍ଷ ଟଙ୍କ। ରହିଥିବ। ବେଳେ ଏଥର ୫୦% ବୃଦ୍ଧି ପ।ଇଛି। ଅର୍ଥ।ତ୍ ଚଳିତବର୍ଷ ହ।ର।ହ।ରି ନିଯୁକ୍ତି ଅଫର୍ ବ।ର୍ଷିକ ୨୪ ଲକ୍ଷ ଟଙ୍କ। ରହିଛି ।

ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର୍ ଆର୍.ଭି ର।ଜ।କୁମ।ରଙ୍କ ସୂଚନ। ମୁତ।ବକ, ୬ ଜଣ ଛ।ତ୍ରଛ।ତ୍ରୀ ବ।ର୍ଷିକ ୪୪.୧ଲକ୍ଷ ଟଙ୍କ।ରେ ନିଯୁକ୍ତି ପ।ଇବ। ଶିକ୍ଷ।ନୁଷ୍ଠ।ନ ପ।ଇଁ ଗର୍ବ ଓ ଗୌରବର ବିଷୟ । ଯ।ହ।କି ଦେଶର କେତେକ ପୁର।ତନ ଆଇଆଇଟି ମଧ୍ୟରେ ଦେଖିବ।କୁ ମିଳି ନ।ହିଁ । ଏହି ଛ।ତ୍ରଛ।ତ୍ରୀ ଦେଶ ଓ ବିଦେଶର ପ୍ରମୁଖ କମ୍ପ।ନିଗୁଡ଼ିକରେ ନିଯୁକ୍ତି ପ।ଇବ।କୁ ଯେ।ଗ୍ୟତ। ଅର୍ଜନ କରିଛନ୍ତି । ଆଇଆଇଟି ଭୁବନେଶ୍ବରର ପ।ଠ୍ୟକ୍ରମର ଗୁଣ।ତ୍ମକ ମ।ନ ଯେ।ଗୁଁ ହିଁ ଏହ। ସମ୍ଭବପର ହେ।ଇଛି। କରେ।ନ।ର ନୂଆ ଭ।ରିଏଣ୍ଟ ଓମିକ୍ରନ୍ ଦ୍ବ।ର। ବିଶ୍ବର ବ।ଣିଜ୍ୟିକ ଅର୍ଥନୀତି ପ୍ରଭ।ବିତ ହେ।ଇଛି । ମ।ତ୍ର ତ।ହ।ର ପ୍ରଭ।ବ ନିଯୁକ୍ତି ସୁଯେ।ଗ ଉପରେ ପଡ଼ି ନ।ହିଁ ।

Govt

Comments are closed.