‘ମେକ ଇନ ଓଡ଼ିଶା ପାଇଁ’ ଶିଳ୍ପଜଗତକୁ ଆହ୍ୱାନ ଦେଲେ ରାଜ୍ୟ ସରକାର

ସମୟ ଲାଇଭ,୧୪/୧୧:ଓଡ଼ିଶାରେ ‘ମେକ ଇନ ଓଡ଼ିଶା କନକ୍ଳେଭ’ ପାଇଁ ଆହୁରୀ ଏକ ବର୍ଷ ସମୟ ଅଛି ସେଥିପାଇଁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପଜଗତକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଠାରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୧୯ ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଜଗତକୁ ଏହି ଆମନ୍ତ୍ରଣ କରିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ଆୟୋଜନ କରିବା ଲାଗି ଓଡ଼ିଶା ସରକାରଙ୍କ ସହ କାର୍ୟ୍ୟ କରିବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି।

Launching Ceremony of “AYUSHMAN BHARAT

Comments are closed.