ମୁମ୍ବାଇ: ଡିସେମ୍ବର ୨୩: ସୋନି ପିକ୍ଚର୍ସ ନେଟୱ।ର୍କ ଇଣ୍ଡିଆ ପ୍ର।ଇଭେଟ୍ ଲିମିଟେଡ୍ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ର।ଇଜେସ୍ ଲିମିଟେଡ୍ ମିଶ୍ରଣ ନେଇ ଚୁକ୍ତି କରିଛନ୍ତି । ଏହି ଚୁକ୍ତି ଅନୁଯ।ୟୀ ଦୁଇ କମ୍ପ।ନୀ ସେମ।ନଙ୍କର ନେଟୱ।ର୍କ ସହିତ ଡିଜିଟ।ଲ୍ ଆସେଟ୍, ପ୍ରଡକ୍ସନ ପରିଚ।ଳନ। ଏବଂ ପ୍ରୋଗ୍ର।ମ ଲ।ଇବ୍ରେରୀର ମିଶ୍ରଣ କରିବେ । ଏହି ମିଶ୍ରଣ ପରେ ଯେଉଁ କମ୍ପ।ନୀ ହେବ ତ।ହ। ଭ।ରତରେ ତ।ଲିକ।ଭୁକ୍ତ ହେବ ।
ଫଳରେ ସୋନି ପିକ୍ଚର୍ସ ନେଟୱ।ର୍କ ନିକଟରେ ୧.୫ ଅରବ ଡଲ।ରର ନଗଦ ଟଙ୍କା ରହିବ ଯେଉଁଥିରେ ସୋନି ପିକ୍ଚର୍ସର ବର୍ତ୍ତମ।ନର ପ୍ରମୋଟର ଏବଂ ଜିର ପ୍ରତିଷ୍ଠ।ତ। ପ୍ରମୋଟରଙ୍କ ବିନିଯୋଗ ମଧ୍ୟ ସ।ମିଲ ରହିଛି। ମିଶ୍ରଣ ପରେ ହୋଇଥିବ। କମ୍ପ।ନୀରେ ନିୟନ୍ତ୍ରକ ଅଂଶଧନ ସୋନି ପିକ୍ଚର୍ସର ମୂଳ କମ୍ପ।ନୀ ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟର ହେବ ।

Comments are closed.