ମିଲରଙ୍କୁ ସୋ କଜ୍‌ ନୋଟିସ:ତୁରନ୍ତ ଧାନ ଉଠାଇବାକୁ ତାଗିଦ୍

ବ୍ରହ୍ମପୁର:ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ଓ ଅବହେଳା ଅଭିଯୋଗରେ ମିଲରଙ୍କୁ ସୋ କଜ ନୋଟିସ୍।୧୧ ମିଲରଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସୋ’ କଜ୍‌ ନୋଟିସ୍ ଦେଇଛି। ଗଞ୍ଜାମ ବ୍ଲକର ୪, ଛତ୍ରପୁରର ୪, ପୁରୁଷୋତ୍ତମପୁରର ୩ ମିଲରଙ୍କୁ ନୋଟିସ୍ ଦିଆ ଯାଇଛି। ଏମାନେ ଧାନ ଉଠାଇବାରେ ବିଳମ୍ବ କରୁଥିଲେ। ଅଭିଯୋଗ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଖୁବ ଶୀଘ୍ର ଧାନ ଉଠାଇବାକୁ ମିଲରଙ୍କୁ ତାଗିଦ କରାଯାଇଛି। ତୁରନ୍ତ ଧାନ ଉଠାଇବାକୁ ତାଗିଦ୍ କରାଯାଇଛି। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।

Launching Ceremony of “AYUSHMAN BHARAT

Comments are closed.