ଜାନୁଆରୀ ୧ରୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ

ସମୟ ଲାଇଭ୍‍,୨୭/୧୨: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆରେ ଏଟିଏମରୁ ଟଙ୍କା ଉଟାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ରାତିରେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଓଟିପି ( ୱାନ ଓାଇମ୍‍ ପାସୱାର୍ଡ଼) ଅନିବାର୍ଯ୍ୟ ହେବ। ଏହି ନିୟମ ୨୦୨୦ ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ଏଟିଏମ୍‍ ଠକେଇ ଉପରେ ରୋକ୍‍ ଲଗାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ଇଛି। ସାଧାରଣତଃ ରାତିରେ ଏଟିଏମ୍‍ ଲୁଟ୍‍ ପରି ଘଟଣା ଘଟୁଥିବାରୁ ଏପରି ନିଷ୍ପତ୍ତି ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.