ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ମ ୨୩: ଓଡ଼ିଶା ରାଜ୍ୟ କଂଗ୍ରେସ ତା’ର ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି । ତାଙ୍କର ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍‌ ରିଲିଜ ପ୍ରକାଶ ପାଇଛି ।

ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ

ଏନେଇ ଶରତ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ନେଇ ଚାଲିବି ।
ତେବେ ସେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାର ଗ୍ରହଣ କରିବେ । ଏହା ପୂର୍ବରୁ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ ।

Comments are closed.