ସନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କରିଥାନ୍ତି – ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ବୟାନ । ସୋସିଆଲ ମିଡିଆରେ ଭଣ୍ଡ ସନ୍ୟାସୀ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା । ‘ଧୃତରାଷ୍ଟ୍ର’ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ପୁଣି ସନ୍ୟାସୀ ଉପାଖ୍ୟାନ । ସନ୍ୟାସ ଓ ସନ୍ୟାସୀଙ୍କୁ ନେଇ ସୋସିଆଲ ମିଡିଆରେ ପାଣ୍ଡଆନଙ୍କୁ କଟାକ୍ଷ କରିଛନ୍ତି । ଏକ ୱେବ ସିରିଜର ଉଦାହରଣ ଦେଇ ସନ୍ୟାସ ଓ ସନ୍ୟାସୀ କଥା ଉଠାଇଛନ୍ତି । ସେ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା। ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ। କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି। ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.