ବିଜେପି ସାଂସଦ କହିଲେ ସଂସ୍କୃତ କହିଲେ ହେବନି ଡ଼ାଇବେଟିସ୍‍

ସମୟ ଲାଇଭ୍‍,୧୩/୧୨: ବିଜେପି ସାଂସଦ ଗାଈ ଉପରେ ବୟାନ ଦେବା ପରେ ଭାଷା ଉପରେ ଟିପ୍ପଣୀ ଦେଇ ଏବେ ପୁଣିଥରେ ଜଣେ ବିଜେପି ସାଂସଦ ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ସାଂସଦ ଗଣେଶ ସିଂ କହିଛନ୍ତି ଯେ, ସଂସ୍କୃତ କହିବା ଦ୍ୱାରା ଡ଼ାଇବେଟିସ୍‍ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ। ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‍ ପାସ୍‍ ଉପରେ ଚାଲିିଥିବା ଯୁକ୍ତି ତର୍କରେ ଏପରି ମତ ରଖିଥିଲେ। ବିଶ୍ୱର ୯୭ ପ୍ରତିଶତ ଭାଷା ସଂସ୍କୃତ ସହ ଜଡ଼ିତ। ଏଥିରେ କିଛି ଇସଲାମିକ୍‍ ଭାଷା ମଧ୍ୟ ସାମିଲ ଥିବା ସେ କହିଥିଲେ। ତେଣୁ କଂପ୍ୟୁଟର ପ୍ରୋଗ୍ରାମିଙ୍ଗ୍‍ରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ।

Launching Ceremony of “AYUSHMAN BHARAT

Comments are closed.