ସମ୍ବଲପୁରରେ ମାଲଗାଡ଼ି ଲାଇନଚ୍ୟୁତ ଓଡ଼ିଶା By Samaya Live Last updated Jul 30, 2024 Share ସମ୍ବଲପୁର : ସମ୍ବଲପୁର ସରଲା ଠାରେ ମାଲବାହୀ ଲାଇନଚ୍ୟୁତ ହୋଇଛି I ଟ୍ରେନ ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି I ଘଟଣାସ୍ଥଳରେ ବରିଷ୍ଠ ରେଲ୍ୱେ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି I Share
Comments are closed.