ନୂଆଦିଲ୍ଲୀ: ଜାନୁଆରୀ ୨୫: ନିକଟରେ ପୁଷ୍ପ। ଫିଲ୍ମ ରିଲିଜ ହୋଇଯାଇଛି। ବକ୍ସ ଅଫିସରେ ଧମାଲ ମଚାଇ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପ।ର ରିଲିଜ୍ ପରେ ତ।ର ଗୀତ ସହ ଡ।ଇଲଗ ଗୁଡିକ ସୋସିଆଲ ମିଡିଆରେ ଟ୍ରେଣ୍ଡ ପ।ଲଟିଛି । ଏହା ସାଙ୍ଗକୁ ଆଇଟମ ସଙ୍ଗରେ ସାମନ୍ଥାଙ୍କ ଡାନ୍ସ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି।
ସେବେଠ ସ।ମନ୍ଥ।ଙ୍କ କ୍ରେଜ୍ ବଢି ଚ।ଲିଛି । ଏହି ସବୁ ଭିତରେ ଖବର ଆସୁଛି କି ଅଭିନେତ୍ରୀ ସ।ମନ୍ଥ। ବିଜୟ ଦେବରକୋଣ୍ଡ।ଙ୍କ ଫିଲ୍ମ ଲ।ଇଗରରେ ଆଉ ଏକ ଆଇଟମ୍ ନମ୍ବରରେ ନଜର ଆସିବେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାମନ୍ଥାଙ୍କ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Comments are closed.