ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ପୁରୀ:ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ କରିବ ମରାମତି। ଦୈନିକ ୫ଘଣ୍ଟା। ଏଏସଆଇ କରିବ ମରାମତି। ଦିନ୧୨.୩୦ରୁ ଅପରାହ୍ନ ୫ଟା କିମ୍ବା ୬ଟା ପର୍ଯ୍ୟନ୍ତ ଚାଲିବ ମରାମତି। ଶନିବାର କିମ୍ବା ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ଭିଡ ସମୟରେ ମରାମତି ହେବନାହିଁ।

ରତ୍ନଭଣ୍ଡାର ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ। ଛତିଶାନିଯୋଗ ବୈଠକରେ ନିଆଗଲା ନିଷ୍ପତ୍ତି। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ତିନିମାସ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାମ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆଗେଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।ଯାହା ଏସଓପି ରହିଛି ତାକୁ ନେଇ ସବୁ କାମ ହେବା ବୋଲି ସୂଚନା ଦିଆ ଯାଇଛି।

Launching Ceremony of “AYUSHMAN BHARAT

Comments are closed.