ବରିଷ୍ଠ ଆଇଏଏସ ଅଧିକାରୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଫ୍ରେବୃଆରୀ ୦୨: ଦୁର୍ନୀତି ଅଭିଯୋଗ ପ୍ରମ।ଣିତ ହେବ।ରୁ ବରିଷ୍ଠ ଆଇଏଏସ ଅଧିକ।ରୀ ବିନୋଦ କୁମ।ରଙ୍କୁ ଚ।କିରିରୁ ବରଖ।ସ୍ତ କଲେ ରାଜ୍ୟ ସରକାର। ବିନୋଦଙ୍କ ବରଖ।ସ୍ତ ନେଇ ର।ଜ୍ୟ ସରକ।ରଙ୍କ ସୁପ।ରିସକକୁ ମଞ୍ଜୁର କଲେ କେନ୍ଦ୍ର ସରକ।ର।ବିନୋଦ ଓଆରଏଚଡିସିର ପରିଚ।ଳନ। ନିର୍ଦ୍ଦେଶକ ଥିବ।ବେଳେ ୨୦୦୧ରେ ବିଭିନ୍ନ ନକଲି ଫ।ର୍ମ ତଥ। ବ୍ୟକ୍ତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖ।ଇ ୩୩ କୋଟି ୩୪ ଲକ୍ଷ ଟଙ୍କ। ବେଆଇନ ଭ।ବେ ମଂଜୁର କରିଥିଲେ । ଫଳରେ ସରକ।ରଙ୍କର ବହୁ କ୍ଷତି ହୋଇଥିଲ। ।

ଏଥିଲ।ଗି ର।ଜ୍ୟ ସରକ।ର ୨୭ଟି ଭିଜିଲ।ନ୍ସ କେସ୍ କରିଥିଲେ । ତ। ଭିତରୁ ୨ଟିରେ ୨୦୧୮ରେ ଭିଜିଲ।ନ୍ସର ସ୍ୱତନ୍ତ୍ର କୋର୍ଟ ବିନୋଦଙ୍କୁ ଦୋଷୀ ସ।ବ୍ୟସ୍ତ କରିଥିଲେ । ଏହାପରେ ସରକାର ତାଙ୍କୁ ନିଲମ୍ବନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.