ନୂଆ ପ୍ରୋଜେକ୍ଟ ପାଇଁ ରେଡି

0

ଖୁବଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି ସରବରୀଙ୍କର ଫିଲ୍ମ, ଯାହାର ଟାଇଟଲ ଏବେ ପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ଏହି ଫିଲ୍ମରେ ସରବରୀଙ୍କ ସହିତ ଦର୍ଶକ ଆହାନ ପାଣ୍ଡେଙ୍କୁ ଦେଖିବାକୁ ପାଇବେ । ଫିଲ୍ମର ସୁଟିଂ ଖୁବଶୀଘ୍ର ୟୁକେରେ ଆରମ୍ଭ ହେବ । ଏହା ଏକ ଷ୍ଟାଇଲିସ ଆକସନ୍ ରୋମାନ୍ସ ଷ୍ଟୋରୀ ହେବ ବୋଲି ମେକର୍ସ ସୂଚନା ଦେଇଛନ୍ତି । ଅଲ୍ଲୀ ଅବାସ ଜାଫରଙ୍କର ଏହି ଫିଲ୍ମ ପାଇଁ କାମ ଆରମ୍ଭ କରିଛନ୍ତି । ଫିଲ୍ମକୁ ନେଇ ପୁରା ୟୁନିଟ ଖୁବ ଉତ୍ସାହିତ ଅଛନ୍ତି । ଏନେଇ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ଦର୍ଶକ ଖୁବ ଉତ୍କଣ୍ଠାର ସହିତ ଫିଲ୍ମ ସମ୍ପର୍କରେ ଆଲୋଚନା କରୁଛନ୍ତି । ସଇଁୟାରାର ସଫଳତା ପରେ ଆହାନ ପାଣ୍ଡେ ଓ ସରବରୀଙ୍କ ଯୋଡିକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିବେ ବୋଲି ମେକର୍ସ ଆଶା ରଖିଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.