ଆକସନ୍‌ ପାଇଁ ରେଡ଼ି

0

ଚଳିତ ଦୀପାବଳିରେ ରିଲିଜ ହୋଇଥିବା ହର୍ଷବର୍ଦ୍ଧନ ରାଣେଙ୍କର ଫିଲ୍ମ ଏକ ଦିଓ୍ୱାନେ କି ଦିଓ୍ୱାନିୟତ ବକ୍ସ ଅଫିସରେ ଖୁବ ଭଲ କଲେକସନ କରୁଛି । ତେବେ ଏହାରି ଭିତରେ ଖବର ଅନୁସାରେ ସେ ଏକତା କପୁରଙ୍କ ସହିତ ଆଉ ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ ପାଇଁ ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମର ଷ୍ଟୋରୀରେ ଖୁବ ଅଧିକ ଆକସନ୍‌ ଭରି ରହିଛି । ଏହି କାହାଣୀରେ ଆକସନ୍‌, କ୍ରାଇମ, ଡ୍ରାମା ଦେଖିବାକୁ ମିଳିବ । ଏଭଳି ଏକ ଇଣ୍ଟେନ୍ସ ଫିଲ୍ମ ପାଇଁ ହର୍ଷବର୍ଦ୍ଧନଙ୍କୁ ଏକତା ଫିଟ୍‌ ବୋଲି ଭାବୁଛନ୍ତି, ଯେଉଁଥିପାଇଁ ସେ ହର୍ଷବର୍ଦ୍ଧନଙ୍କ ସହିତ କଥାବାର୍ତ୍ତା ଜାରି ରଖିଛନ୍ତି ବୋଲି ଜଣା ପଡିଛି । ତେବେ ଏହି ଖବର ହର୍ଷଙ୍କର ଫ୍ୟାନଙ୍କୁ ଖୁବ ଖୁସି ଦେଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.