ମହଙ୍ଗ। ହୋଇପ।ରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ

ପୁରୀ: ଜାନୁଆରୀ ୦୭: ଦୂରଦୂର।ନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବ। ଭକ୍ତଙ୍କ ରହଣୀ ପ।ଇଁ ବ୍ୟବସ୍ଥ। କରିବ।କୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶ।ସନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ କ୍ରମେ ପୁରୀରେ ୬୦ ହଜ।ର ଭକ୍ତଙ୍କ ରହଣୀର ବ୍ୟବସ୍ଥ। ହେବାକଥା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସରକାର ମଧ୍ୟ ଗ୍ରହଣ କରି ସତ୍ୟପାଠ ଦାଖଲ କରିଥିଲେ। ଇତି ମଧ୍ୟରେ ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତିିଯାଇଥିଲେ ମଧ୍ୟ ଏଥିନେଇ କୌଣସି କାର୍ଯ୍ୟ ନହୋଇଥିବାବେଳେ ପୁରୀରେ ଯେଉଁ କେତୋଟି ଭକ୍ତନିବ।ସ ଥିଲ। ସେଥି ମଧ୍ୟରୁ ନୀଳ।ଦ୍ରି ଭକ୍ତ ନିବ।ସ ଓ ଗୁଣ୍ଡିଚ। ଭକ୍ତ ନିବ।ସକୁ ପ୍ର।ଇଭେଟ ପ।ର୍ଟି କିମ୍ବ। ପିପିପି ମୋଡରେ ଲିଜ୍ରେ ଦେବ।କୁ ୨୦୨୦ରେ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚ।ଳନ। କମିଟି । ଯ।ହ।କୁ ନେଇ ଅସନ୍ତୋଷ ବଢ଼ିବ।ରେ ଲ।ଗିଛି । ଲିଜ ଦିଆଗଲେ ଏହ।ର ବ୍ୟ।ବସ।ୟୀକରଣ ହେବ।ର ଆଶଙ୍କ। ଦେଖ।ଦେଇଛି ।

ସେପଟେ ଭକ୍ତ ନିବ।ସ, ପୂର୍ବରୁ ମଧ୍ୟ କମର୍ସିଆଲ ଭ।ବେ ପରିଚ।ଳିତ ହେଉଥିଲ। । ଏବେ ପିପିପି ମୋଡରେ ହେବ। ଗରିବ ଭକ୍ତଙ୍କ ରହଣି ପ।ଇଁ ବିକଳ୍ପ ଭ।ବେ ଅନ୍ୟ କୋଠ। ନିର୍ମାଣ କର।ଯ।ଉଛି । ଭକ୍ତ ନିବ।ସ କ୍ଷତିରେ ଚ।ଲୁଥିବ।ରୁ ଏହ।ର ଉପଯୁକ୍ତ ରକ୍ଷଣ।ବେକ୍ଷଣ ପ।ଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶ।ସକ। ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଏନେଇ କିଛି ଚୂଡ଼।ନ୍ତ ହୋଇନି, ଯ।ତ୍ରୀଙ୍କ ପ।ଇଁ ଯ।ହ। ଠିକ ହେବ, ସେପରି ପଦକ୍ଷେପ ନିଆଯିବ ।

Govt

Comments are closed.