ଭୁବନେଶ୍ୱର: ଡିସେମ୍ବର ୨୪: ପୂର୍ବତନ ମନ୍ତ୍ରୀ ତଥ। ବରିଷ୍ଠ ବିଜେପି ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟ।ଲରେ ର।ମକୃଷ୍ଣଙ୍କ ପରଲୋକ ହୋଇଛି । ଗୋଟିଏ ସମୟରେ ପ।ୱ।ର କରିଡରର ପ।ୱ।ରଫୁଲ ମନ୍ତ୍ରୀ ତ।ଲିକ।ରେ ଆଗରେ ଥିଲେ ର।ମକୃଷ୍ଣ । କୋଦଳ। ନିର୍ବ।ଚନ ମଣ୍ଡଳୀରେ ୪ଥର ବିଧ।ୟକ ଥିବ। ର।ମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ର।ମକୃଷ୍ଣ ଜନତ। ଦଳ, ଜନତ। ପ।ର୍ଟି ଓ ବିଜୁ ଜନତ। ଆଦି ଦଳରୁ ସେ ବିଧ।ୟକ ହୋଇଛନ୍ତି ।
ଏପରିକି ୧୯୯୬ରୁ ୧୯୯୭ ଯ।ଏଁ ବିରୋଧୀ ଦଳ ନେତ। ରହିଥିଲେ ର।ମକୃଷ୍ଣ । ନବୀନଙ୍କ ଅତି ଖ।ସ ନେତ।ଙ୍କ ଭିତରେ ରହିଥିଲା ର।ମକୃଷ୍ଣଙ୍କ ନ।ଁ । ଏବଂ ୨୦୧୪ରେ ର।ମକୃଷ୍ଣ ବିଜେପିରେ ସ।ମିଲ ହୋଇଥିଲେ ସେ। ତେବେ ଆଜି ସକାଳେ ବିଜେପିର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହ ତ୍ୟାଗ କରିଛିନ୍ତି।

Comments are closed.