ଧର୍ମେନ୍ଦ୍ରଙ୍କ ଏହି ଭୂମିକାରେ ନଜର ଆସିବେ ରାଜକୁମାର ରାଓ

ସମୟ ଲାଇଭ୍‍,୧୬/୧୧: ଏବେ ବଲିଉଡ଼ରେ ଫିଲ୍ମ ରିମେକର ଟ୍ରେଣ୍ଡ ଚାଲିଛି। ତେବେ ଖୁବ୍‍ ଶୀଘ୍ର ଧର୍ମେନ୍ଦଙ୍କ ଅଭିନୀତ ଏକ ଫିଲ୍ମର ରିମେକ ନିର୍ମାଣ ହେବାକୁ ଯାଉଛି। ଏଥିରେ ଧର୍ମେନ୍ଦ୍ର ଯେଉଁ ଭୂମିକାରେ ନଜର ଆସିଥିଲେ ଉକ୍ତ ଭୂମିକାରେ ଅଭିନେତା ରାଜକୁମାର ରାଓ ନଜର ଆସିବେ। ୧୯୭୫ ମସିହାରେ ଧର୍ମେନ୍ଦ୍ରଙ୍କ ଅଭିନୀତ ‘ଚୁପକେ ଚୁପକେ’ର ରିମେକ୍‍ରେ ରାଜକୁମାର ଅଭିନୟ କରୁଥିବାବେଳେ ଏହାର ଶୀର୍ଷକରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ‘ଚୁପକେ ଚୁପକେ’ରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଜୟାବଚ୍ଚନଙ୍କ ଦେଖିବାକୁ ମିଳିଥିଲା।

Launching Ceremony of “AYUSHMAN BHARAT

Comments are closed.