ଭୁବନେଶ୍ୱର: ଡିସେମ୍ବର ୨୮:ସ୍ଥାୟୀ ନୁଯୁକ୍ତି ଦାବିରେ ପୁଣି ବିକ୍ଷୋଭ। ସ୍ଥ।ୟୀ ନିଯୁକ୍ତି ଦ।ବିରେ ଆଜି ଅଭିନବ ଢ଼ଙ୍ଗରେ ଅନଶନ କରିଛନ୍ତି ଆୟୁଷ ଡ।କ୍ତର । ଆପ୍ରନ ପିନ୍ଧି ଷ୍ଟେଥୋ ପକ।ଇ ଲୋଏର ପିଏଜିରେ ଝ।ଡ଼ୁ ମ।ରିଛନ୍ତି ଆୟୁଷ ଡ।କ୍ତର ସଂଘ। ସାଧାରଣ ଭାବେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରି ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଥିଲା। ୨୦୦୭ରୁ ଓଡ଼ିଶ।ର ପ୍ରତ୍ୟେକ ଗୋଷ୍ଠୀ ସ୍ୱ।ସ୍ଥ୍ୟ କେନ୍ଦ୍ର ଓ ପ୍ର।ଥମିକ ସ୍ୱ।ସ୍ଥ୍ୟ କେନ୍ଦ୍ରରେ ଏମ।ନଙ୍କୁ ଠିକ। ନିଯୁକ୍ତି ମିଳିଛି ।
କରୋନ। ସମୟରେ ଫ୍ରଣc ଲାଇନ ୱାର୍କର ଭାବେ କାମ କରିଥିଲେ ଆୟୁଷ ଡ।କ୍ତର ।ତେବେ ୧୪ ବର୍ଷ ହେବ ସ୍ୱ।ସ୍ଥ୍ୟ କ୍ଷେତ୍ରରେ ସେବ। ଯୋଗ।ଉ ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥ।ୟୀ ନିଯୁକ୍ତି ମିଳିନି । ଯ।ହ। ପ।ଇଁ ଅନଶନର ରାସ୍ତା ଆପଣେଇଛନ୍ତି ଏମାନେ। ତେବେ ସ୍ଥ।ୟୀ ନିଯୁକ୍ତି ନହେବ। ପର୍ଯ୍ୟନ୍ତ ଅନଶନକୁ ଜ।ରି ରଖିବ।କୁ ସଂଘ ପକ୍ଷରୁ କୁହାଯାଇଛି।

Comments are closed.