ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌

ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।

କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌
ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌
ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

ପ୍ରିଣ୍ଟେଡ୍‌ ସ୍କର୍ଟ
ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ
ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌
ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

ମିନି ଡ୍ରେସ୍‌
ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 ବିଚ୍‌ରେ ଦେଖାଯାଆନ୍ତୁ ଷ୍ଟାଇଲିସ୍‌ ଖରା ହେଉ କି ଶୀତଦିନ ସମସ୍ତେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଯଦି ସାଙ୍ଗମାନଙ୍କ ସହ କିମ୍ବା ହନିମୁନ୍‌ ଟ୍ରିପ୍‌ରେ ଯାଉଛନ୍ତି, ତାହେଲେ ଆପଣ ବିଭିନ୍ନ ପ୍ରକାରର ବିଚ୍‌ ଆଉଟଫିଟ୍‌ ଟ୍ରାଏ କରିପାରିବେ । ଏହା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବା ସହ ଫ୍ୟାଶେନବୁଲ୍‌ ଦେଖାଯିବେ ।   କ୍ଲାସି ବ୍ଲାକ୍‌ ସୁଇମ୍‌ ସୁଟ୍‌ ସାଧାରଣତଃ କଳା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନାଇଟ୍‌ ପାର୍ଟି ହେଉ କିମ୍ବା କୌଣସି ଟୁରିଷ୍ଟ୍‌ ପ୍ଲେସ୍‌ ସବୁଠି ବ୍ଲାକ୍‌ ସୁଟ୍‌ କ୍ଲାସିକ୍‌ ଲୁକ୍‌ ଦେଇଥାଏ । ଏହାସହ ଆପଣ ବ୍ଲାକ୍‌ ଗ୍ଲାସ ଏବଂ ହ୍ୟାଟ୍‌ ମ୍ୟାଚ୍‌ କରିପାରିବେ ।   ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଦିନବେଳେ ସୂର୍ଯ୍ୟ କରିଣରୁ ବଞ୍ଚିବା ଏବଂ ସନ୍ଧ୍ୟାରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ପାଇଁ ଫ୍ଲୋରାଲ୍‌ ମ୍ୟାକ୍ସି ଡ୍ରେସ୍‌ ଏକଦମ୍‌ ପରଫେକଫ ଆଉଟଫିଟ୍‌ । ଏହା ହାଲ୍‌କା ହୋଇଥିବାରୁ କ୍ୟାରି କରିବା ଅତି ସହଜ । ଜୋତା ଏବଂ ଆସେସୋରିଜ୍‌କୁ ଏହା ସହ ମ୍ୟାଚିଂ କରି ପିନ୍ଧିଲେ ଆପଣ ଆକର୍ଷଣୀୟ ଦେଖାଯିବେ ।   ପ୍ରିଣ୍ଟେଡ୍‌ ସ୍କର୍ଟ ବିଚ୍‌ ଲଞ୍ଚ୍‌, ବୋଟ୍‌ରେ ଭ୍ରମଣ କିମ୍ବା ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ ସ୍କର୍ଟ ଏବଂ ସୁଇମ୍‌ ସୁଟ୍‌କୁ ପେୟାର ଅପ୍‌ କରିପାରିବେ । ପ୍ରିଣ୍ଡେଡ୍‌ ସ୍କର୍ଟରେ ନିଜର ପ୍ରିୟ ମେଲୋଟ୍‌ ସୁଇମ୍‌ ସୁଟ୍‌କୁ ଶାର୍ଟ ଭାବେ ପିନ୍ଧିପାରିବେ । ଏହା ଏକ ସହଜ ମଲଫି ଟାକ୍ସ ଆଉଟ୍‌ଫିଟ୍‌ ।   ଟ୍ୟାଙ୍କ୍‌ ଏବଂ ମିଡି ସ୍କର୍ଟ ଯଦି ଆପଣ ଏକ ଇଭିନିଂ ବିଚ୍‌ ଲୁକ୍‌ ଖୋଜୁଛନ୍ତି ଯାହା ଟ୍ରାଡିସନାଲ ଲୁକ୍‌ଠାରୁ ଟିକେ ଅଲଗା ହୋଇଥିବ ତାହେଲେ ଟ୍ୟାଙ୍କ୍‌ ଟପ୍‌ ସହ ମିଡି ସ୍କର୍ଟ ଟ୍ରାଏ କରନ୍ତୁ । ସିá ପ୍ୟାର୍ଟନର ମିଡି ସ୍କର୍ଟ ହେଲେ ଆପଣଙ୍କୁ କମ୍ପଟେବୁଲ୍‌ ଲାଗିବ ।   ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ଯଦି ଆପଣ କେବଳ ବିଚ୍‌କୁ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ତାହେଲେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ବ୍ୟାଗି ଜିନ୍ସ ଏବଂ ବିକିନି ଟପ୍‌ ପିନ୍ଧିପାରିବେ । ଏହା ସହ ଆପଣ ସର୍ଟ ଜ୍ୟାକେଟ୍‌ ଏବଂ ସ୍କାର୍ଫ ପିନ୍ଧିପାରିବେ ।   ମିନି ଡ୍ରେସ୍‌ ଯଦି ପାଗ ଆର୍ଦ୍ର ହୋଇଥାଏ, ତାହେଲେ ସିá ମିନି ଡ୍ରେସ୍‌ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ଏହ ଆପଣଙ୍କୁ ଫ୍ୟାନ୍ସି ଅନୁଭବ କରିବାରେ ସହାୟତା କରିବ । ଫ୍ଲାଟ୍‌ ଷ୍ଟ୍ରାପି ଚପଲ ଏହାସହ ପେୟାର ଅପ୍‌ କଲେ ସିମ୍ପଲ୍‌ ଲୁକ୍‌ ଦେଇଥାଏ ।

 

Launching Ceremony of “AYUSHMAN BHARAT

Comments are closed.