ସଂସଦୀୟ ବ୍ୟ।ପ।ର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: ପେଗ।ସସ୍ ସ୍ପ।ଏୱେୟ।ର ପ୍ରସଙ୍ଗ ଆଲୋଚନ। ପ।ଇଁ ବିରୋଧୀଙ୍କ ଦ।ବି ମଧ୍ୟରେ ସଂସଦୀୟ ବ୍ୟ।ପ।ର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି ଯେ ଏହି ପ୍ରସଙ୍ଗ ସବ୍ ଜୁଡିସ୍ ଅଟେ ଏବଂ ସଂସଦର ବଜେଟ୍ ଅଧିବେଶନରେ ଏହି ପ୍ରସଙ୍ଗରେ ପୃଥକ ଆଲୋଚନ। ହେବ।ର ଆବଶ୍ୟକତ। ନ।ହିଁ। ବିରୋଧୀ ଦଳର ଅନେକ ନେତ। ପର।ମର୍ଶ ଦେଇଛନ୍ତି ଯେ ଯଦି ପୂର୍ଣ୍ଣ ଆଲୋଚନ। ସମ୍ଭବ ନୁହେଁ ତେବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦିଅନ୍ତୁ। କିନ୍ତୁ ସମସ୍ତଙ୍କ ଦାବିର ଏକଦମ ବିପରୀତ ପ୍ରସଙ୍ଗ ଉଠାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ। ଏଥିପାଇଁ ବିଭିନ୍ନ ମହଲରୁ ତୀବ୍ର କଟାକ୍ଷ କରାଯାଉଛି।

Launching Ceremony of “AYUSHMAN BHARAT

Comments are closed.