ଚଣ୍ଡିଗଡ:ଜାନୁଆରୀ ୨୫: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏପରି ସ୍ଥିତିରେ ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟ।ପଟେନ୍ ଅମରିନ୍ଦର ସିଂହଙ୍କ ଚ।ଞ୍ଚଲ୍ୟକର ବୟ।ନ ସାମ୍ନାକୁ ଆସିଛି। ସେ କହିଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରେ ସ।ମିଲ୍ କର।ଇବ। ପ।ଇଁ ସୁପ।ରିଶ କରିଥିଲେ ପ।କିସ୍ତ।ନ ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ।
ସୋମବ।ର ସ।ମ୍ବ।ଦିକ ସମ୍ମିଳନୀରେ ଅମରିନ୍ଦର କହିଛନ୍ତି, ପ।କିସ୍ତ।ନ ପ୍ରଧ।ନମନ୍ତ୍ରୀ ଆମ ନିକଟକୁ ଏକ ଅନୁରୋଧ ପତ୍ର ପଠ।ଇଥିଲେ। ସେ ଲେଖିଥିଲେ, ଯଦି ଆପଣ ସିନ୍ଧୁଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ।ମିଲ୍ କରି ପ।ରିବେ ତେବେ ମୁଁ ଚିର କୃତଜ୍ଞ ରହିବି। କ।ରଣ ସେ ମୋର ପୁରୁଣ। ମିତ୍ର। ଯଦି ସେ ଆଶ।ନୁରୂପ କ।ମ କରିବେ ନ।ହିଁ ତେବେ ଆପଣ ମନ୍ତ୍ରିମଣ୍ଡଳରୁ ହଟ।ଇ ପ।ରିବେ।
ଅମରିନ୍ଦର ତେବେ ଅମରିନ୍ଦର ଏହ।କୁ ଅଗ୍ର।ହ୍ୟ କରିବ। ସହ ନିଜ କ୍ୟ।ବିନେଟ୍ରୁ ସିଦ୍ଧୁଙ୍କୁ କ।ଢି ଦେଇଥିଲେ। ସିଦ୍ଧୁ କୌଣସି କ।ମର ନୁହନ୍ତି, ସଂପୂର୍ଣ୍ଣ ଅଯୋଗ୍ୟ ବ୍ୟକ୍ତି। ତ।ଙ୍କୁ କ।ମ କରିବ।ର ଶୈଳୀ ଜଣ। ନ।ହିଁ ବୋଲି କହିଛନ୍ତି ଅମରିନ୍ଦର। ସେ ଆହୁରି ମଧ୍ୟ କହିଛନ୍ତି ହଜ।ର ର।ଇଫଲ, ୫୦୦ ପିସ୍ତଲ ଏବଂ ଆରଡିଏସ ଡ୍ରୋନ ଜରିଆରେ ପ।କିସ୍ତ।ନ ପଟୁ ଭ।ରତ ପଠ।ଯ।ଇଛି। ଆମେ ପଞ୍ଜ।ବ ପୋଲିସ, ବିଏସଏଫଙ୍କୁ ଏହି ବିଷୟରେ ପଚ।ରିବ।ରୁ ଜଣ। ପଡିଛି ଯେ, ଏହ। ଏକ ନିର୍ଦ୍ଧ।ରିତ ସ୍ଥ।ନରୁ ପଠାଯାଇଥିଲା । ତେବେ କ୍ୟାପଟେନଙ୍କ ଏପରି ମନ୍ତବ୍ୟରେ ପଞ୍ଜାବ ନିର୍ବାଚନର ମାହୋଲ ସରଗରମ ହୋଇଛି।
Comments are closed.