ଡ଼ିସେମ୍ବର ୩୧ ପରେ ଅମାନ୍ୟ ହୋଇଯିବ ପାନ୍‍କାର୍ଡ଼

ସମୟ ଲାଇଭ୍‍,୧୩/୧୨: ୨୦୧୯ ଡ଼ିସେମ୍ବର ୩୧ ସୁଦ୍ଧା ଆଧାର ସହ ପାନକାର୍ଡ଼କୁ ଲିଙ୍କ୍‍ କରିବା ନେଇ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। ଯଦି କୌଣସି ବ୍ୟକ୍ତି ଆଧାରକାର୍ଡ଼ ସହ ପାନକାର୍ଡ଼ ଲିଙ୍କ୍‍ କରି ନାହାନ୍ତି ତେବେ ଆଗାମୀଦିନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି। ପାନକାର୍ଡ଼କୁ ଆଧାରକାର୍ଡ଼ ସହ ଲିଙ୍କ୍‍ ନକରାଇବା ଦ୍ୱାରା ଆୟକର ଆକ୍ଟର ଧାରା ୧୩୯ଏଏ ଅନ୍ତର୍ଗତ ଉପଭୋକ୍ତାଙ୍କ ପ୍ୟାନକାର୍ଡ ଅମାନ୍ୟ ହୋଇଯିବ। ସେହିପରି ଆର୍ଥିକ ନେଣଦେଣ ସମୟରେ ଉପଭୋକ୍ତା ପାନାର୍ଡ଼ ବ୍ୟବହାର କରିପାରିବେ ନାହିଁ।

Launching Ceremony of “AYUSHMAN BHARAT

Comments are closed.