ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ: ଡିସେମ୍ବର ୦୭:ପାକିସ୍ତାନ ସର୍ବଦା ଏପରି କିଛି ମନ୍ତବ୍ୟ ଦିଏ ଯାହାକୁ ନେଇ ବିଭିନ୍ନ ବିବାଦୀୟ ପ୍ରତିକ୍ରିୟା ସୃଷ୍ଟି ହୁଏ। ଏପରି କ୍ରମରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟର ଶୁକ୍ରବାର ଘଟିଥିବା ଶ୍ରୀଲଙ୍କାର ଲିଂଚିଂକୁ ପିଲା ମାନଙ୍କ ଉତ୍ସାହ ବୋଲି କହିଛନ୍ତି। ସିଆଲକୋଟରେ ଜଣେ ହିଂସାତ୍ମକ ଜନତାଙ୍କ ଦ୍ୱାର ଶ୍ରୀଲଙ୍କା ନାଗରିକଙ୍କ ହତ୍ୟା ଘଟଣାକୁ ପରଭେଜ ଖଟ୍ଟର ମାତ୍ର ଏକ ଉତ୍ସାହ ଜନକ ଘଟଣା କହିଛନ୍ତି। ଏହା ଏକ ଧାର୍ମିକ ଭାବନାରେ ଛନ୍ଦି ହୋଇଥିବା ନାଗରିକଙ୍କ କାମ।ତ୍ୱ ଏହାର ସମ୍ପୂର୍ଣ ବିପରିତ ମତ ଦେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଧର୍ମ ବିଷୟରେ ମୁଁ ମଧ୍ୟ ଉତ୍ସ।ହିତ ହୋଇପ।ରେ ଏବଂ ଭୁଲ୍ କରିପ।ରେ। ଖଟ୍ଟକ ଗଣମ।ଧ୍ୟମ ବ୍ୟକ୍ତିବିଶେଷଙ୍କୁ କହିଛନ୍ତି ଯେ ସରକ।ରଙ୍କୁ ଦ।ୟୀ କରିବ। ଭୁଲ୍ ଅଟେ। ସରକ।ରଙ୍କୁ ଦ।ୟୀ କରିବ। ପରିବର୍ତ୍ତେ ଲୋକଙ୍କୁ ବୁଝାଇବା ଗଣମ।ଧ୍ୟମର ଦ।ୟିତ୍ୱ ।

ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଏହାର ସମ୍ପୂର୍ଣ ବିପରିତ ମତ ଦେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପୃଷ୍ଠଭୂମିରେ ଆସିଛି ଯେ ଅପର।ଧୀଙ୍କୁ ଦଣ୍ଡ ଦିଆଯିବ। ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ରବିବ।ର ଦିନ ଶ୍ରୀଲଙ୍କ। ର।ଷ୍ଟ୍ରପତି ଗୋତ।ବ।ୟ। ର।ଜପକ୍ସ।ଙ୍କୁ ଜଣ।ଇଛନ୍ତି ଯେ ଏହି ନିଷ୍ଠୁର କ।ର୍ଯ୍ୟ ହେଉଛି ‘ଆମ ଦେଶର କ୍ରୋଧ ଏବଂ ଲଜ୍ଜ।‘। ସେ ର।ଜପକ୍ସ।ଙ୍କୁ ଆଶ୍ୱ।ସନ। ଦେଇଥିଲେ ଯେ ନ୍ୟ।ୟ ପ୍ରଦ।ନ କର।ଯିବ। ତେବେ ଦୁଇ ଜଣଙ୍କ ମଧ୍ୟରେ ଏପରି ମତ ପାର୍ଥକ୍ୟ ବୁଦ୍ଧିଜୀବୀ ମହଲରେ ଏକ ଆଶଙ୍କା ସୃଷ୍ଟି କରିଛି।

Launching Ceremony of “AYUSHMAN BHARAT

Comments are closed.