ଏସିଡିଟି ବଢାଏ ପିଆଜ

ପିଆଜ ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ । ପିଆଜ ନଥିଲେ କୌଣସି ବି ଖାଦ୍ୟ ପାଟିକୁ ସୁଆଦିଆ ଲାଗେନି । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଏ । ତେବେ ଅନେକ ଲୋକେ କଞ୍ଚା ପିଆଜ ମଧ୍ୟ ଖାଇଥାନ୍ତି । ଏହାକୁ ଅଧିକାଂଶ ସାଲାଡରେ ବ୍ୟବହାର କରି ଖାଇଥାନ୍ତି । କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ଥଣ୍ଡା ରୁହେ ବୋଲି ବିଶ୍ୱାସ ରହିଛି । ଏହା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ୟ । କଞ୍ଚା ପିଆଜ ଖାଇଲେ କ’ଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ଆସ;ୁ ଜାଣିବା ।
ଏସିଡିଟି ବଢାଏ ପିଆଜ
୧-କଞ୍ଚା ପିଆଜରେ ଗ୍ଲìକୋଜ ଏବଂ ଫ୍ରୁକେଫାଜ ଅଧିକ ମାତ୍ରାରେ ଥାଏ । ଏଥିସହ ଏଥିରେ ଫାଇବର ମଧ୍ୟ ଭରପୂର ମାତ୍ରାରେ ଥାଏ, ଯାହାକୁ ଲୋକେ ଭଲରେ ହଜମ କରିପାରନ୍ତି ନାହିଁ । ଏଥିଯୋଗୁଁ ଏସିଡିଟି ସମସ୍ୟା ଉତ୍ପନ୍ନ ହୁଏ ।

୨-କଞ୍ଚା ପିଆଜରେ ଗ୍ଲìକୋଜର ମାତ୍ରା ଅଧିକ ଥିବା ଯୋଗୁଁ ଡାଇବେଟିସ ରୋଗୀଙ୍କ ପାଇଁ ଏହା କ୍ଷତି ପହଞ୍ଚାଇଥାଏ । ଏଥିପାଇଁ ମଧୁମେହ ରୋଗୀ ସ;ୁଳିତ ମାତ୍ରାରେ ହିଁ ପିଆଜ ଖାଇବା ଉଚିତ ।
ଏସିଡିଟି ବଢାଏ ପିଆଜ

୩-ପିଆଜରେ ଥିବା ପୋଟାସିୟମ କାର୍ଡିଓ ଭାସ୍କୁଲାର ସିଷ୍ଟମ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକ କଞ୍ଚା ପିଆଜ ଖାଇବା ଦ୍ୱାରା ହୃଦଘାତର ବିପଦ ବି ଥାଏ ।
ଏସିଡିଟି ବଢାଏ ପିଆଜ

Launching Ceremony of “AYUSHMAN BHARAT

Comments are closed.