ବାଣ ବିସ୍ଫୋରଣ ଘଟି ଜଣେ ଗୁରୁତର

ନୟାଗଡ଼ : ବାଣ ତିଆରି ବେଳେ ବିସ୍ଫୋରଣ । ନୟାଗଡ଼ ଜିଲା ଖଣ୍ଡପଡା ଫତେଗଡ଼ ଥାନା ଅନ୍ତର୍ଗତ ତରବାଲୋ ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ବାଣ ବିସ୍ପୋରଣରେ ଧନେଶ୍ୱର ଦଳେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ତାଙ୍କ ଘରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।

Launching Ceremony of “AYUSHMAN BHARAT

Comments are closed.