ସାଇକେଲରେ ଅଫିସ୍‍ ଆସିଲେ ଅଫିସର

ସମୟ ଲାଇଭ୍‍,୧୩/୧୨: ସପ୍ତାହରେ ଗୋଟିଏ ଦିନ ଅଫିସର ସାଇକେଲରେ ଆସିବା ପାଇଁ ବିଡ଼ିଏ , ବିଏମସି, ବିସିସିଆଇ ଆଡ଼ଭାଇଜରି ଜାରି କରିଥିବା ବେଳେ ଆଜି ସରକାରୀ ଅଫିସରମାନେ ସାଇକେଲ ଓ ପାଦରେ ଚାଲି ଅଫିସ୍‍ ଆସିଥିଲେ।
ସୂଚନା ଥାଉକି, ପ୍ରତି ଶୁକ୍ରବାର ଦିନ ଅଫିସରମାନେ ସାଇକେଲ ଯୋଗେ ଅଫିସ୍‍ ଆସିବେ ବୋଲି କୁହାଯାଇଛି। ତେବେ ସହରରେ ବଢ଼ୁଥିôବା ପ୍ରଦୂଷଣଙ୍କୁ ନଜରରେ ରଖି ଏପରି ନିଷ୍ପିତ୍ତି ନିଆଯାଇଥିବା ସୂଚନା ମିଳିଛି। ମେଟ୍ରୋ ସହରରେ ବଢ଼ୁଥିବା ପ୍ରଦୂଷଣ ସରକାରଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଏ ପ୍ରକାର ପଦକ୍ଷେପ ପ୍ରଦୂଷଣ ଉପରେ କିଛି ମାତ୍ରାରେ ରୋକ୍‍ ଲଗାଇବ ବୋଲି ଆଶା କରାଯାଉଛି।

Launching Ceremony of “AYUSHMAN BHARAT

Comments are closed.