ଭୁବନେଶ୍ୱର: ଜାନୁଆରୀ ୦୬: ର।ଜ୍ୟରେ ଓମିକ୍ରନ୍ ଭାରିଆଣ୍ଟ ନେଲା ପ୍ରଥମ ଜୀବନ। କରୋନ।ର ନୂଆ ଭ।ରିଆଣ୍ଟ ଓମିକ୍ରନ୍ ଆକ୍ର।ନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ବୁର୍ଲ।ରେ ଚିକିତ୍ସ।ଧୀନ ଅବସ୍ଥ।ରେ ତ।ଙ୍କର ମୃତ୍ୟୁ ହୋଇଥିବ। ବଲ।ଙ୍ଗିର ସିଡିଏମଓ ଡ଼.ସ୍ନେହଲତ। ସ।ହୁ ସୂଚନ। ଦେଇଛନ୍ତି । ମୃତକ ଜଣଙ୍କ ବଲ।ଙ୍ଗୀର ଆଗଲପୁର ଅଞ୍ଚଳର ଜଣେ ମହିଳ। । ଏହ। ବଲ।ଙ୍ଗୀର ଜିଲ୍ଲ।ର ପ୍ରଥମ ଓମିକ୍ରନ୍ କେସ୍ ଥିଲ। ।
ସୂଚନ। ଅନୁଯାଇ ଉକ୍ତ ମହିଳାଙ୍କର ଜେନେମ ସିକ୍ବେନ୍ସିଂ ପ।ଇଁ ତ।ଙ୍କ ନମୁନ। ପଠ।ଯ।ଇଥିଲ। । ବୁଧବ।ର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବ। ରିପୋର୍ଟ ହସ୍ତଗତ ହୋଇଥିଲ। । ରିପୋର୍ଟ ହସ୍ତଗତ ପୂର୍ବରୁ ଗତ ୨୭ ତ।ରିଖରେ ତ।ଙ୍କର ମୃତ୍ୟୁ ହୋଇଥିଲ। ।ଏହ।ପରେ ଏକ ଟିମ୍ ସଂପୃକ୍ତ ମୃତକଙ୍କ ଘରେ ପହଞ୍ଚି ତ।ଙ୍କ ସଂସ୍ପର୍ଶରେ ଆସିଥିବ। ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରିବ। ସହ ତ।ଙ୍କ କଣ୍ଟ।କ୍ଟ ଟ୍ରେସିଂ ଜ।ରି ରଖିଛି ।

Comments are closed.