ପ୍ରବାସୀଙ୍କ ପାଇଁ ମନ୍ତ୍ରୀଙ୍କୁ ନୋଡାଲ ଦାୟିତ୍ୱ: ମୁଖ୍ୟମମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର:ପ୍ରବାସୀଙ୍କ ପାଇଁ ମନ୍ତ୍ରୀଙ୍କୁ ନୋଡାଲ ଦାୟିତ୍ୱ ଦିଆଯିବ।ପ୍ରବାସୀ ଓଡ଼ିଆ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଭିନ୍ନ ଦେଶର ପ୍ରବାସୀଙ୍କ ଦାୟିତ୍ବରେ ରହିବେ ଜଣେ ମନ୍ତ୍ରୀ। ଜଣେ ମନ୍ତ୍ରୀଙ୍କୁ ନୋଡାଲ ଦାୟିତ୍ବ ଦିଆଯିବ, ସେମାନଙ୍କ କଥା ବୁଝିବେ।ସେମାନଙ୍କ ଅସୁବିଧା ଶୁଣିବେ, ପ୍ରବାସୀ ଯୋଗାଯୋଗ କରିପାରିବେ।

ପ୍ରବାସୀ ଭାରତୀୟ ଦିବସ ଦୁଇ ବର୍ଷରେ ଥରେ ଆୟୋଜିତ ହୁଏ। ପ୍ରବାସୀଙ୍କୁ ସମ୍ମାନ ଦେବା ପାଇଁ ଏହି ମେଗା ସମ୍ମେଳନ ଦେଶର ବିଭିନ୍ନ ସହରରେ ଆୟୋଜିତ ହୋଇ ଆସୁଛି। ୨୦୦୩ ମସିହାରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ ପାଳନ ହୋଇଥିଲା।

Launching Ceremony of “AYUSHMAN BHARAT

Comments are closed.