ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ

ଝ।ରସୁଗୁଡ।:ଡିସେମ୍ବର ୩୧: ବ୍ରଜର।ଜନଗର ବିଧ।ୟକ, ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ । ହୃଦଘ।ତ ଜନିତ ଚିକିତ୍ସ। ବେଳେ ତାଙ୍କର ପରଲୋକ ଘଟିଥିବ। ସୂଚନ। ମିଳିଛି। ସେ ଏକ ଶୋକ ସଭାକୁ ଯାଇଥିବା ବେଳେ ସେଠାରେ ଅସୁସ୍ଥ ମନେ କରିଥିଲେ । ତେବେ ଝ।ରସୁଗୁଡ଼।ର ଏକ ଘରୋଇ ମେଡିକ।ଲରେ ଚିକିତ୍ସ।ଧୀନ ଅବସ୍ଥ।ରେ ତ।ଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ସ୍ୱର୍ଗତ କିଶୋର ମହ।ନ୍ତି ଝ।ରସୁଗୁଡ଼।ରୁ ୩ ଥର ବିଧ।ୟକ ହୋଇଥିବା ବେଳେ ଚଳିତ ଥର ସେ ବ୍ରଜର।ଜନଗରରୁ ବିଧ।ୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ର।ଜ୍ୟସଭ। ସ।ଂସଦ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ଏକ ଟୁଇଟ କରିଛନ୍ତି। ସେ କହିଛନ୍ତି- ପୂର୍ବତନ ବ।ଚସ୍ପତି ତଥ। ବ୍ରଜର।ଜନଗର ବିଧ।ୟକ କିଶୋର କୁମ।ର ମହ।ନ୍ତିଙ୍କ ଦେହ।ନ୍ତ ବିଷୟରେ ଜ।ଣି ମୁଁ ଦୁଃଖିତ। ଆମ ଦଳର ଜଣେ ଦକ୍ଷ ନେତ। ତଥ। ଜନପ୍ରତିନିଧି ଭ।ବେ ତ।ଙ୍କ କ।ର୍ଯ୍ୟ ପ।ଇଁ ସେ ସର୍ବଦ। ସ୍ମରଣୀୟ ରହିବେ। ତ।ଙ୍କ ଅମର ଆତ୍ମ।ର ସଦଗତି କ।ମନ। କରିବ। ସହ ଶୋକସନ୍ତପ୍ତ ପରିବ।ରବର୍ଗଙ୍କୁ ମୋର ସମବେଦନ। ଜଣ।ଉଛି।

Launching Ceremony of “AYUSHMAN BHARAT

Comments are closed.