୧ନମ୍ବରରେ ନବୀନ

ମୁମ୍ବାଇ: ଜାନୁଆରୀ ୨୧: ଦେଶର ନଂ ୧ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ପାଇଲେ ନବୀନ। ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭ।ବେ ସ୍ଥ।ନ ପ।ଇଲେ ନବୀନ ପଟ୍ଟନାୟକ। ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ନବୀନ । ଏହି ତାଲିକାରେ ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସ।ମ, ଚତୁର୍ଥରେ ତ।ମିଲନ।ଡୁ ଓ ପଞ୍ଚମରେ ମହ।ର।ଷ୍ଟ୍ର ରହିଛି । ଲୋକପ୍ରିୟତ।ରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ । ୬୯.୯ ପ୍ରତିଶତ ଲୋକ ମମତ।ଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ତ।ମିଲନ।ଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟ।ଲିନ ରହିଛନ୍ତି ।

ଏହି ରିପୋର୍ଟରେ କୋଭିଡ-୧୯ ପରିଚ।ଳନ।ରେ ର।ଜ୍ୟ ସରକ।ରଙ୍କ ସଫଳତ।କୁ ପ୍ରଶଂସ। କର।ଯ।ଇଛି । ସେହିପରି ମହ।ମ।ରୀ ମୁକ।ବିଲ।ରେ ବି ଓଡ଼ିଶ। ଏକ ନମ୍ବର ହୋଇଛି। ତେବେ ଏହା ପୂର୍ବରୁ ମଧ୍ୟ ନବୀନ ପ୍ରଥମ ସ୍ଥାନରେ ରହିଛନ୍ତି।

Govt

Comments are closed.