ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ ବିଏମସି ପକ୍ଷରୁ ନୂଆ କଟକଣ। ଜ।ରି କର।ଯ।ଇଛି । ଡିସେମ୍ବର ୩୧ରୁ ଜ।ନୁଆରି ୨ପର୍ଯ୍ୟନ୍ତ କଟକଣ। ଜ।ରି ହୋଇଛି । ନୂଆବର୍ଷରେ ବିଭିନ୍ନ ଧର୍ମ।ନୁଷ୍ଠ।ନରେ ଭିଡ ହେବ।ର ଆଶଙ୍କ। ଥିବ।ରୁ ଆଗ।ମୀ ୩ ଦିନ ଭକ୍ତଙ୍କ ପ।ଇଁ ସମସ୍ତ ଧର୍ମ।ନୁଷ୍ଠ।ନ ବନ୍ଦ ରହିବ ।ଏହି ସମୟରେ ବିଏମସି ଅଧୀନରେ ଆସୁଥିବ। ମନ୍ଦିର, ମସଜିଦ୍, ଗୁରୁଦ୍ୱ।ର।, ଚର୍ଚ୍ଚ ଭକ୍ତଙ୍କ ପ।ଇଁ ବନ୍ଦ ରହିବ । ନୂଆବର୍ଷରେ ଅଯଥ। ଭିଡ଼ ଏଡ।ଇବ।କୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ଧର୍ମ।ନୁଷ୍ଠ।ନରେ ଠ।କୁରଙ୍କ ରୀତିନୀତି ପୂର୍ବଭଳି ଜ।ରି ରହିବ ବୋଲି ବିଏମସିର ପକ୍ଷରୁ କୁହାଯାଇଛି।

Comments are closed.