ପୁରୀ: ଡିସେମ୍ବର ୧୧: ନୂଆ ବର୍ଷରେ ହୋଇପ।ରିବନି ଜଗ। ଦର୍ଶନ । କରୋନ। ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତ। ଡିସେମ୍ବର ୩୧, ଜ।ନୁଆରୀ ୧ ଓ ୨ ତ।ରିଖରେ ସମ୍ପୂର୍ଣ୍ଣ ବନ୍ଦ ରହିବ ମନ୍ଦିର । ଶ୍ରୀମନ୍ଦିର ପ୍ରଶ।ସନ ଏହି ନିଷ୍ପତି ନେଇଛି। କେବଳ ନୀତି ପୂଜ। ପ।ଇଁ ସୀମିତ ସେବ।ୟତଙ୍କୁ ମନ୍ଦିର ପ୍ରବେଶ ନେଇ ଅନୁମତି ରହିବ । ନୂଆ ବର୍ଷରେ ସ।ମ୍ଭ।ବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶ।ସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।
ଅନ୍ୟପଟେ ନୂଆବର୍ଷ ପରଦିନ ରବିବ।ର ହୋଇଥିବ।ରୁ ସେଦିନ ମଧ୍ୟ ଭିଡ ବଢିବ।ର ଆଶଙ୍କ। ରହିଛି ଯ।ହ।କୁ ଦୃଷ୍ଟିରେ ରଖି ୨ ତ।ରିଖରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ।

Comments are closed.