ଭୁବନେଶ୍ୱର : ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ନୂଆ ଗାଇଡଲାଇ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁସାରେ, ବ୍ୟକ୍ତିଗତ ଭାବରେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ମିଳିଛି । ପତାକା ଉତ୍ତୋଳନ ସମୟରେ କୋଭିଡ୍ କଟକଣାକୁ ମାନିବାକୁ ଏସ୍ଆର୍ସିଙ୍କ ନୂଆ ଗାଇଡଲାଇନରେ ଦର୍ଶାଯାଇଛି ।

Comments are closed.