ଖୁବଶୀଘ୍ର ପରଦାରେ

0

ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ ୱେଲକମ ଟୁ ଦି ଜଙ୍ଗଲ ପରଦାକୁ ଆସିବ । ୱେଲକମ ଫ୍ରାଞ୍ଚାଇଜର ଏହା ହେଉଛି ଥାର୍ଡ ଇନ୍ଷ୍ଟଲମେଣ୍ଟ । ଏଥିପାଇଁ ଅକ୍ଷୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ନିକଟରେ ସେ ଏକ ୧୫ ଦିନିଆ ସୁଟିଂ ଆରମ୍ଭ କରିବେ ଯେଉଁଥିରେ ସେ କିଛି ମୁଖ୍ୟ ସିନର ସୁଟିଂ ସାରିବେ ବୋଲି ସୂଚନା ରହିବ । ୨୦୨୬ ସୁଦ୍ଧା ଏହା ପରଦାକୁ ଆସିବାନେଇ ଯୋଜନା ରହିଥିବା ଜଣା ପଡିଛି । ଏହି ଖବର ଜଣା ପଡିବା ପରେ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ଏହି ଫିଲ୍ମଟି ମଲ୍ଟିଷ୍ଟାରର ହୋଇଥିବାରୁ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି । ୱେଲକମ ଟୁ ଦି ଜଙ୍ଗଲ ଏହି ଫ୍ରାଞ୍ଚାଇଜର ସବୁଠାରୁ ବଡ ପ୍ରୋଜେକ୍ଟ ହେବ ବୋଲି ଜଣା ପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.