ହୁଆଟ୍ସଆପ ଆଣିଲା ଫିଙ୍ଗର ପ୍ରିଣ୍ଟ ଲକର ନୁଆ ଫିଚର ଆପଣଙ୍କ ଡାଟା ରହିବ ସୁରକ୍ଷିତ

ସମୟ ଲାଇଭ,୩/୧୧: ଆପଣ ନିଜ ମୋବାଇଲରେ ହୁଆଟ୍ସଆପ ଚଳଉଛନ୍ତି କି ଆଉ ପ୍ରାଇଭେସିକୁ ନେଇ ଚିନ୍ତିତ କି ୲ ଏବେ ହେଇଯାନ୍ତୁ ନିଶ୍ଚିତ କାରଣ ଏଣିକି ଫିଙ୍ଗରପ୍ରଣ୍ଟ ଲକ୍‌ ସାହାଯ୍ୟରେ ଆପଣ ନିଜ ହ୍ୱାଟ୍ସଆପକୁ ସୁରକ୍ଷିତ ରଖିପାରିବେ। ଏହା ପୂର୍ବରୁ ଆଇଓଏସ୍‌ ୟୁଜରଙ୍କ ପାଇଁ ହ୍ୱାଟ୍ସଆପ୍‌ ଏହି ଫିଚର ଜାରି କରିଥିଲା। ବର୍ତ୍ତମାନ ଆଣ୍ଡ୍ରଏଡ୍‌ ୟୁଜର ମଧ୍ୟ ଫିଙ୍ଗରପ୍ରିଣ୍ଟ ଲକ୍‌ର ସୁବିଧା ପାଇପାରିବେ। ଏନେଇ ହ୍ୱାଟ୍ସଆପ୍‌ ପକ୍ଷରୁ କୁହାଯାଇଛି, “ଯେଉଁ ସ୍ମାର୍ଟଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି, ସେମାନଙ୍କୁ ହ୍ୱାଟ୍ସଆପ୍‌ରେ ଫିଙ୍ଗରପ୍ରିଣ୍ଟ୍‌ ଲକ୍‌ର ସୁବିଧା ମିଳିପାରିବ। ଏହାକୁ ଆପଣ ସେଟିଂ ଯାଇ ଏନାବଲ୍‌ କରିପାରିବେ। ଏଥିପାଇଁ ଆପଣ ପ୍ଲେ-ଷ୍ଟୋର ଯାଇ ହ୍ୱାଟ୍ସଆପ୍‌କୁ ଅପ୍‌ଡେଟ୍‌ କରିବା ଆବଶ୍ୟକ ୲

Launching Ceremony of “AYUSHMAN BHARAT

Comments are closed.