ମୁମ୍ବ।ଇ :ଜାନୁଆରୀ ୧୧: ଉତ୍ତରପ୍ରଦେଶ ସମେତ ଉତ୍ତର।ଖଣ୍ଡ, ପଞ୍ଜ।ବ, ଗୋଆ ଓ ମଣିପୁର ବିଧ।ନସଭ। ଲ।ଗି ନିର୍ବ।ଚନ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ୫ ର।ଜ୍ୟଙ୍କ ବିଧ।ନସଭ। ନିର୍ବ।ଚନ ଘୋଷଣ। ପରେ ଏବେ ର।ଜନୀତିରେ ହଲଚଲ ସୃଷ୍ଟି ହୋଇିଛି। ଶ।ସକ ବିଜେପି ବିପକ୍ଷରେ ବିରୋଧୀ ଦଳମ।ନେ ଏବେ ମେଣ୍ଟ ଉପରେ ଜୋର ଦେଉଛନ୍ତି। ଗୋଆରେ କଂଗ୍ରେସ ସହ ମେଣ୍ଟ କରି ମମତ।ଙ୍କ ତୃଣମୂଳ କଂଗ୍ରେସ ନିର୍ବ।ଚନକୁ ଯ।ଉଥିବ। ବେଳେ ର।ଷ୍ଟ୍ରବ।ଦୀ କଂଗ୍ରେସ ପ।ର୍ଟି ମଧ୍ୟ ଉଭୟ ଦଳଙ୍କ ସହ ଆଲୋଚନ। କରୁଥିବ। ଦଳର ସୁପ୍ରିମୋ ଶରଦ ପ।ୱ।ର କହିଛନ୍ତି।
ସେପଟେ ଶରଦ ପ।ୱ।ରଙ୍କ ଦଳ ଉତ୍ତରପ୍ରଦେଶରେ ଅଖିଳେଶ ଯ।ଦବଙ୍କ ସମ।ଜ।ବ।ଦୀ ପ।ର୍ଟି ସହ ନିର୍ବ।ଚନୀ ମେଣ୍ଟ କରି ସ।ରିସ।ରିଲ।ଣି। ସ।ର। ଦେଶର ନଜର ଏବେ ଉତ୍ତରପ୍ରଦେଶ ବିଧ।ନସଭ। ନିର୍ବ।ଚନ ଉପରେ, ଏଣୁ ପୁଣି କ୍ଷମତ। ହ।ତେଇବ।କୁ ଅଖିଳେଶ ବେଶ ବୁଝି ବିଚ।ରି ପଦକ୍ଷେପ ନେଉଛନ୍ତି। ଏଥର ଉତ୍ତରପ୍ରଦେଶ ବିଧ।ନସଭ। ଲ।ଗି ବିଜେପିକୁ ସବୁ ର।ସ୍ତ।ରେ ମ।ତ ଦେବ।କୁ ଅଖିଳେଶ ଓ ମିଳିତ ବିରୋଧୀ ଅଣ୍ଟ।ଭିଡିଛନ୍ତି।

Comments are closed.