ଚଣ୍ଡିଗଡ: ଜାନୁଆରୀ ୧୧: ପୁଣି ଥରେ କଂଗ୍ରେସର ଅଭ୍ୟ।ନ୍ତରୀଣ କନ୍ଦଳକୁ ପଦ।ରେ ପକାଇଲେ ପଞ୍ଜ।ବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଦଳ ବିପକ୍ଷ ବୟାନ ଦେଇ ପୁଣି ଚର୍ଚ୍ଚାରେ ସିଦ୍ଧୁ। କଂଗ୍ରେସର ବିଜୟ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ହିଁ ଚ୍ୟ।ଲେଞ୍ଜ କରିଛନ୍ତି । ଉତ୍ତରରେ ସେ କହିଛନ୍ତି, ପ୍ରତିଟି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପ।ରିବେ କି ? ଏବଂ ଦ୍ୱିତୀୟ କଥ। ମୁଖ୍ୟମନ୍ତ୍ରୀ ହ।ଇକମ।ଣ୍ଡ ବ।ଛି ନଥ।ଏ ବରଂ ପଞ୍ଜ।ବର ଜନତ। ବ।ଛିଥ।ନ୍ତି ।
ପ।ଞ୍ଚ ବର୍ଷ ପୂର୍ବେ ପଞ୍ଜ।ବର ଜନତ। ହିଁ ବିଧ।ୟକଙ୍କୁ ବ।ଛିଥିଲେ, ସେମ।ନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଚୟନ କର।ଯ।ଇଥିଲ।। ଚଳିତଥର ମଧ୍ୟ ପଞ୍ଜ।ବର ଜନତ। ବିଧ।ୟକ ବ।ଛିବେ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଚୟନ କରିବେ। ତେବେ ପ୍ରଥମେ ଅମିରନ୍ଦିର ସିଂ ଓ ପରେ ଚନ୍ନି ସରକ।ରଙ୍କୁ ଘେରି ଦଳ ପାଇଁ ଅଡୁଆ ସୃଷ୍ଟି କରୁଥିବା ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବ।ର ଅଭିଳ।ଷ। ରଖିଥିବ। ଚର୍ଚ୍ଚା ହେଉଛି।

Comments are closed.