ଦିଲ୍ଳୀ ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ସହର

ସମୟ ଲାଇଭ,୧୩/୧୧:ଭାରତର ରାଜଧାନୀ ଦ୍ୱିଲ୍ଲୀ ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ସହର। କିଛିଦିନ ତଳେ ଦ୍ୱଲ୍ଳୀର ବାୟୁମଣ୍ଡଳ ଏତେ ପ୍ରଦୂଷିତ ହୋଇଯାଇଥିଲା ଯେ ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବା ପାଇଁ କଷ୍ଟ ଅନୁଭବ କରିଥିଲେ। ଆଉ ବର୍ତ୍ତମାନ ରାଜଧାନୀର ସ୍ଥିତି ବହୁତ ଜଟିଳ। ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ସଂସ୍ଥା ଏୟାରଭିଜୁଆଲ ପକ୍ଷରୁ ଜାରି ତାଲିକାରେ ଦିଲ୍ଲୀ ୧ ନମ୍ବର ସ୍ଥାନରେ ରହିଛି । ଏହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୧୮ ରହିଛି । ଦିଲ୍ଲୀ ଏତେ ପ୍ରଦୂଷିତ ହୋଇଯାଇଛି ଯେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୨ଗୁଣରୁ ଅଧିକ ରହିଛି । ତେବେ ଏହି ତାଲକାରେ ୫ମ ସ୍ଥାନରେ ଭାରତର କଲିକତା ସହର ଅଛି ବୋଲି ଗବେଷଣାରୁ ଜଣାପଡିଛି।

Launching Ceremony of “AYUSHMAN BHARAT

Comments are closed.