ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା

ଭୁବନେଶ୍ୱର: ଜୁନ୍‌ ୧୫: ରାଜ୍ୟରେ ଏଥର ରଜ ଉତ୍ସବ ଜୋର୍‌ଦାର ପାଳନ ହେବ । ଆଜିଠୁ ରାଜ୍ୟରେ ମୌସୁମୀ ବାୟୁର ପ୍ରବେଶ ହୋଇଛି । ଏହାର ପ୍ରଭାବରେ କେତେକ ଦକ୍ଷିଣ ଜିଲ୍ଲାମାନଙ୍କରେ ବର୍ଷା ସକ୍ରିୟ ରହିଥିବା ଭୁବନେଶେ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ଏହାସହିତ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏଣୁ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମଧ୍ୟ ମିଳିଛି ।

Launching Ceremony of “AYUSHMAN BHARAT

Comments are closed.