ଶପଥ ନେଲେ ବିଜେପୁର ବିଧାୟିକା ରୀତା ସାହୁ

ସମୟ ଲାଇଭ,୧୩/୧୧: ବିଧାନସଭାରେ ବାଚଷ୍ପତିଙ୍କ କୋଠରୀରେ ଆଜି ଶପଥଗ୍ରହଣ କରିଛନ୍ତି ନବନିର୍ବାଚିତ ବିଧାୟିକା ରୀତା ସାହୁ। ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୀତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବରଗଡ ଜିଲ୍ଲା ବିଜେପୁରରେ ବହୁଚର୍ଚ୍ଚିତ ୨୦୧୯ ଉପନିର୍ବାଚନରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ରୀତା ସାହୁ ବିପୁଳ ଭୋଟରେ ଜୟଯୁକ୍ତ ହୋଇ ରାଜ୍ୟରେ ଚହଳ ପକାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ୍ରାୟକଙ୍କ ସହ ଓଡ଼ିଶା ରାଜନୀତି ଇତିହାସରେ ସମସ୍ତଙ୍କୁ ପଛରେ ପକାଇ ରୀତା ଜିତିଥିଲେ ବିଜେପୁରର ଗଡ଼।

 

Launching Ceremony of “AYUSHMAN BHARAT

Comments are closed.