ମସାଲା ଚିଜ୍‌ ଟୋଷ୍ଟ

ସାମଗ୍ରୀ- ଗୋଟିଏ କଟା ପିଆଜ, କଟା କ୍ୟାପ୍‌ସିଅମ୍‌, ଗାଜର , ଅଧା ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ମରିଚଗୁଣ୍ଡ, ଅଧା ଚାମଚ ଧନିଆ ପାଉଡର, ୨ଟି ବ୍ରେଡ୍‌, ଚିଜ୍‌ ।

ପ୍ରଣାଳୀ – ପ୍ରଥମେ ସବୁ ପରିବାକୁ କାଟି ନିଅନ୍ତୁ । ଏଥିରେ ସମସ୍ତ ମସଲା ଗୁଣ୍ଡ ମିଶାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହାପରେ ବ୍ରେଡର ଗୋଟିଏ ପଟ ଟୋଷ୍ଟ କରନ୍ତୁ । ଏହାପରେ ବ୍ରେଡ୍‌ରେ ଆଗରୁ ପ୍ରସ୍ତୁତ ମସଲା ଦେଇ ସାଣ୍ଡୱିଚ୍‌ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଦୁଇପଟ ସେକି ନିଅନ୍ତୁ । ଏହାପରେ ଚିଜ୍‌କୁ ବ୍ରେଡ ଉପରେ ପକାଇ ମିଳାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମସାଲା ଚିଜି ଟୋଷ୍ଟ । ଏହାକୁ ଚଟଣି ସହିତ ପରଷନ୍ତୁ ।

Launching Ceremony of “AYUSHMAN BHARAT

Comments are closed.