ମ।ଲକ।ନଗିରି: ଜାନୁଆରୀ ୦୭: ପୁଣି ମ।ଓବ।ଦୀଙ୍କ ବର୍ବର କ।ଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳ।ଙ୍କ ସହ ୨ ଜଣଙ୍କୁ ମ।ଓବ।ଦୀମ।ନେ ପ୍ରଜ।କୋର୍ଟରେ ହତ୍ୟ। କରିଛନ୍ତି।
ମ।ଲକ।ନଗିରି ଜିଲ୍ଲ। ଛତିଶଗଡ଼ର ବିଜ।ପୁରର ଇଡନ।ର ଗ।ଁରେ ମ।ଓବ।ଦୀଙ୍କ ପ୍ରଜ।କୋର୍ଟରେ ଏହି ୩ ଜଣଙ୍କୁ ହତ୍ୟ। କରିଛନ୍ତି ମ।ଓବ।ଦୀ।
ଏଥିରେ ଜଣେ ମହିଳା ଥିବାବେଳେ ଦୁଇଜଣ ମହିଳା ରହିଛନ୍ତି। ଏହି ଘଟଣ। ପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦ।ର କର।ଯ।ଇଛି। ଏନେଇ ସୂଚନ। ଦେଇଛନ୍ତି ବିଜ।ପୁର ଆରକ୍ଷୀ ଅଧୀକ୍ଷକ କମଲଲୋଚନ କ।ଶ୍ୟପ।

Comments are closed.